Road Accident: ଓଲଟିଲା ବରଯାତ୍ରୀ ଗାଡି; ଜଣେ ମୃତ, ୬ ଆହତ

କଳାହାଣ୍ଡି ଜିଲ୍ଲା କୋକସରା ଚିଲିଗୁଡ଼ାଠାରେ ବରଯାତ୍ରୀ ଗାଡି ଦୁର୍ଘଟଣା । ଏଥିରେ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୬ ଜଣ ଆହତ । ଭାରସାମ୍ୟ ହରାଇ ଗାଡିଟି ଓଲଟି ପଡିଥିବା ସୂଚନା ।

Road Accident: ଓଲଟିଲା ବରଯାତ୍ରୀ ଗାଡି; ଜଣେ ମୃତ, ୬ ଆହତ
Array