Royal Family: ସମୁଦ୍ର ତଟରୁ ଘଞ୍ଚ ଜଙ୍ଗଲ ସବୁ ତାଙ୍କର ସମ୍ପତ୍ତି: ତାଙ୍କ ସାମ୍ନାରେ ନଇଁଯାଏ ଅଧା ଦୁନିଆ

କିଙ୍ଗ ଚାର୍ଲସ ମା’ କୁଇନ ଏଲିଜାବେଥ ତୃତୀୟଙ୍କ ମୃତ୍ୟୁ ପରେ ବିଶ୍ୱର ସବୁଠାରୁ ବିଶାଳ ସମ୍ପତ୍ତିର ମାଲିକ ହୋଇଥିଲେ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏତେ ସମ୍ପତ୍ତି ଥାଇ ବି ବି ସେ ଏହାର ବ୍ୟକ୍ତିଗତ ମାଲିକ ନୁହଁନ୍ତି । ଯେତେଦିନ ଯାଏ ସେ ରାଜା ରହିବେ ସେତେଦିନ ଯାଏ ଏହି ସମ୍ପତ୍ତର ମାଲିକାନା ତାଙ୍କ ହାତରେ ରହିବ । ଇନସାଇଡର ଏବଂ କେତେକ ୱେବସାଇଟ ତଥ୍ୟରୁ ଜଣାଯାଏ, ପ୍ରିନ୍ସ ଚାର୍ଲସ ସାରା ବିଶ୍ୱର ୬.୬ ଅରବ ଏକର ଜମି ଓ ସମ୍ପତ୍ତିର ମାଲିକ ।

Royal Family: ସମୁଦ୍ର ତଟରୁ ଘଞ୍ଚ ଜଙ୍ଗଲ ସବୁ ତାଙ୍କର ସମ୍ପତ୍ତି: ତାଙ୍କ ସାମ୍ନାରେ ନଇଁଯାଏ ଅଧା ଦୁନିଆ
Array