Rules For Longevity: ୧୦୦ ବର୍ଷ ପରେ ବି ରହିବେ ସୁସ୍ଥ ଓ ଫିଟ୍, ଦୀର୍ଘାୟୁ ଜୀବନଶୈଳୀର ନିୟମ କହିଲେ ଶତାୟୁ ଡାକ୍ତର
ଡକ୍ଟର ଜନ୍ ସାରଫେନବର୍ଗ ନିଜର ନିୟମିତ ଓ ସୀମିତ ଜୀବନଶୈଳୀ ନିୟମ ପାଇଁ ୧୦୦ ବର୍ଷ ପରେ ବି ସୁସ୍ଥ ରହିବା ସହ ଫିଟ୍ ରହିଛନ୍ତି । ନିଜକୁ ଫିଟ୍ ରଖିବା ପାଇଁ ଆପଣାଇଛନ୍ତି କିଛି ନିୟମ । ନିୟମିତ ଅଭ୍ୟାସ ଦ୍ୱାରା ସେ ନିଜକୁ ୧୦୧ ବର୍ଷରେ ସୁସ୍ଥ ରଖି ପାରିଛନ୍ତି ।