Russia-Ukraine Peace Talks: ଯୁଦ୍ଧବିରତି ପାଇଁ ଋଷ ରଖିଲା ଏମିତି ସର୍ତ୍ତ; ୟୁକ୍ରେନ ମାନିବାକୁ ନାରାଜ
ତୁର୍କୀର ଇସ୍ତାନବୁଲରେ ଋଷ-ୟୁକ୍ରେନ୍ ମଧ୍ୟରେ ଶାନ୍ତି ଆଲୋଚନା ପାଇଁ ବୈଠକ ବସିଛି । ଏହି ବୈଠକରେ ଋଷ ୟୁକ୍ରେନକୁ ୪ଟି ଅଞ୍ଚଳରୁ ଦଖଲ ପ୍ରତ୍ୟାହାର କରିବାକୁ ଦାବି ରଖିଥିଲା । ହେଲେ ଋଷର ଦାବିକୁ ମାନିନଥିଲା ୟୁକ୍ରେନ ।