Sahi Jata Celebrations Continue in Puri; Parshuram Dance by Harachandi Sahi Draws Crowds

ଶ୍ରୀକ୍ଷେତ୍ର ତଥା ପୁରୀ ସହରରେ ଚାଲିଛି ଶ୍ରୀଜଗନ୍ନାଥ ସଂସ୍କୃତିର ପାରମ୍ପାରିକ ସାହିଯାତ। ଶ୍ରୀମନ୍ଦିର ରାମଲୀଳା ନୀତି ସହ ସଂପୃକ୍ତ ସାହିଯାତର ତୃତୀୟ ତଥା ଏକାଦଶୀ ତିଥିରେ ହରଚଣ୍ଡି ସାହିର ପର୍ଶୁରାମ ନୃତ୍ୟ ପ୍ରଦର୍ଶନ ଥିଲା ମୁଖ୍ୟ ଆକର୍ଷଣ।