Salman Khan: ରଶ୍ମିକାଙ୍କ ସହିତ ନାଚିଲେ ସଲମାନ; ଜମିଲା କେମେଷ୍ଟ୍ରୀ, ଆପଣ ବି କହିବେ ଜବରଦସ୍ତ
ରିଲିଜ୍ ହୋଇଛି 'ସିକନ୍ଦର ନାଚେ'ର ପୂରା ଗୀତ। ଏହି ଟ୍ରାକ୍ରେ ସଲମାନ ଖାନ ତାଙ୍କ ସିଗ୍ନେଚର୍ ଷ୍ଟାଇଲ୍ ଏବଂ ଦମଦାର ଡ୍ୟାନ୍ସ ମୁଭ୍ସ ସହିତ ପୂରା ସ୍କ୍ରିନ୍ରେ ଛାଇ ଯାଇଛନ୍ତି। ଜମୁଛି ଭାଇଜାନ୍ ଆଉ ରଶ୍ମିକାଙ୍କ କେମେଷ୍ଟ୍ରୀ।