Salman on rumours : ସୁଟିଂ ସେଟକୁ କାହିଁକି ଡେରିରେ ଆସନ୍ତି ସଲମାନ, ସାକ୍ଷାତକାରରେ କହୁ କହୁ କହିଦେଲେ

ସଲମାନ କହିଛନ୍ତି ସବୁ ଷ୍ଟାରଙ୍କ କାମ କରିବାର ସମୟ ଅଲଗା । ମୁଁ ୧୨ଟା ପରେ ସୁଟିଂ କାମ ଆରମ୍ଭ କରେ । ଦବଙ୍ଗ ଖାନ ଆହୁରି କହିଛନ୍ତି ଫିଲ୍ମର ସଫଳତା ପାଇଁ ମୁଁ କେବେ ପ୍ରାର୍ଥନା କରେନି ।

Salman on rumours : ସୁଟିଂ ସେଟକୁ କାହିଁକି ଡେରିରେ ଆସନ୍ତି ସଲମାନ, ସାକ୍ଷାତକାରରେ କହୁ କହୁ କହିଦେଲେ
Array