Sambalpur CM Public Meeting: ସମ୍ବଲପୁରରେ ଅଭିଯୋଗ ଶୁଣିଲେ ମଖ୍ୟମନ୍ତ୍ରୀ ;ସମାଧାନ ପାଇଁ ଲୋକଙ୍କୁ ଦେଲେ ପ୍ରତିଶ୍ରୁତି
ଗତକାଲିଠୁ ସମ୍ବଲପୁରରେ ପହଞ୍ଚି ସାରିଛନ୍ତି ମୁଖ୍ୟମନ୍ତ୍ରୀ। ଦୁର୍ଗାପାଲି ସ୍ଥିତ ସମ୍ବଲପୁର ମହାନଗର ନିଗମ ଅଫିସରେ ସକାଳ ୮ଟାରୁ ଆରମ୍ଭ ହେବ ଜନ ଶୁଣାଣି। ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ପୋର୍ଟାଲରେ ଆଜି ପାଇଁ ହଜାରେ ଲୋକେ ନିଜ ଅଭିଯୋଗ ଦାଏର କରିଛନ୍ତି।