Sambalpur R&B Department Property Attached by Court Over ₹89 Lakh Dues
#ଯନ୍ତ୍ରୀଙ୍କ_ଅଫିସ_ଆସବାବ_ଆଟାଚ୍ ସମ୍ବଲପୁର ରାସ୍ତା ଓ ଗୃହ ବିଭାଗର ମୁଖ୍ୟ ନିର୍ମାଣ ଯନ୍ତ୍ରୀ, ଉତ୍ତରାଞ୍ଚଳ ମଣ୍ଡଳର ଅଫିସରେ ଥିବା ଅସ୍ଥାବର ସମ୍ପତ୍ତି ଆଟାଚ। ଠିକାଦାରଙ୍କ ୮୯ ଲକ୍ଷ ଟଙ୍କା ବକେୟା ଟଙ୍କା ନ ଦେବାରୁ କୋର୍ଟଙ୍କ ନିର୍ଦ୍ଦେଶ
#ଯନ୍ତ୍ରୀଙ୍କ_ଅଫିସ_ଆସବାବ_ଆଟାଚ୍
ସମ୍ବଲପୁର ରାସ୍ତା ଓ ଗୃହ ବିଭାଗର ମୁଖ୍ୟ ନିର୍ମାଣ ଯନ୍ତ୍ରୀ, ଉତ୍ତରାଞ୍ଚଳ ମଣ୍ଡଳର ଅଫିସରେ ଥିବା ଅସ୍ଥାବର ସମ୍ପତ୍ତି ଆଟାଚ। ଠିକାଦାରଙ୍କ ୮୯ ଲକ୍ଷ ଟଙ୍କା ବକେୟା ଟଙ୍କା ନ ଦେବାରୁ କୋର୍ଟଙ୍କ ନିର୍ଦ୍ଦେଶ