Sambar: ୧୫ ମିନିଟରେ କୁକରରେ ବନାନ୍ତୁ ଟେଷ୍ଟି ସମ୍ବର

ସମ୍ବର ଦକ୍ଷିଣ ଭାରତର ଏକ ଲୋକପ୍ରିୟ ଖାଦ୍ୟ । ଏହାକୁ ଭାତ, ଇଟଲି, ଉପମା, ବରା ସହ ଖାଇପାରିବେ । ଏଥିରେ ବିଭିନ୍ନ ପ୍ରକାରର ପରିବା ପଡୁଥିବାରୁ ଏହା ସ୍ବାସ୍ଥ୍ୟ ପାଇଁ ଖୁବ ଉପକାରୀ ।

Sambar: ୧୫ ମିନିଟରେ କୁକରରେ ବନାନ୍ତୁ ଟେଷ୍ଟି ସମ୍ବର
Array