Sand Art: ଚକୋଲେଟ୍‌ରେ ସାଣ୍ଟା କ୍ଲଜ୍‌ କରି ବିଶ୍ୱ ରେକର୍ଡ କଲେ ସୁଦର୍ଶନ

୫୫୦ କିଲୋଗ୍ରାମ ଚକୋଲେଟ୍ ବ୍ୟବହାର କରି ହୋଇଥିବା ଏହି ବାଲୁକା କଳାଟି ବେଶ୍‌ ଆକର୍ଷଣୀୟ ହୋଇଥିବା ବେଳେ ପର୍ଯ୍ୟଟକମାନେ ଏହାର ଭୂୟସୀ ପ୍ରଶଂସା କରିଛନ୍ତି ।

Sand Art: ଚକୋଲେଟ୍‌ରେ ସାଣ୍ଟା କ୍ଲଜ୍‌ କରି ବିଶ୍ୱ ରେକର୍ଡ କଲେ ସୁଦର୍ଶନ
Array