Sanjay Dutt: କେବେ ସଞ୍ଜୟଙ୍କୁ ଭେଟିନଥିଲେ, କିନ୍ତୁ ପାଗଳାମୀ କିଛି ଅଲଗା ଥିଲା...୭୨କୋଟି କିଛି କମ ନଥିଲା
ଘଟଣାଟି ୨୦୧୮ ମସିହାର। ମୁମ୍ବାଇରେ ରହୁଥିବା ୬୨ ବର୍ଷୀୟା ନିଶା ପାଟିଲ ଦୀର୍ଘ ଦିନରୁ ଗୁରୁତର ରୋଗରେ ପୀଡ଼ିତ ଥିଲେ । ଏକ ସମୟରେ ତାଙ୍କର ସ୍ୱାସ୍ଥ୍ୟ ଏତେ ଖରାପ ହୋଇଗଲା ଯେ ସେ ଅନୁଭବ କଲେ ଯେ ତାଙ୍କର ଶେଷ ସମୟ ନିକଟତର ହେଉଛି।