Sarathi Baba Devotees: ବିବାଦରେ ବିବାଦୀୟ ସାରଥି; ଜଗନ୍ନାଥଙ୍କୁ ଛୋଟ ଦେଖାଇଲେ ସାରଥି ଅନୁଗାମୀ
ପୁଣି ମାତିଛନ୍ତି ସାରଥି ଓରଫ ସନ୍ତୋଷ ରାଉଳଙ୍କ ଅନୁଗାମୀ । କୋରାପୁଟ ଜୟପୁରରେ ଦେଖିବାକୁ ମିଳିଛି ସାରଥି ସତ୍ସଙ୍ଗ ମନ୍ଦିର । ଏହି ମନ୍ଦିରରେ ସାରଥିଙ୍କ ବିଶାଳ ଫଟୋ ପାଖରେ ଛୋଟ ଜଗନ୍ନାଥ ମୂର୍ତ୍ତି ରଖି ପୂଜାର୍ଚ୍ଚନା ଚାଲିଥିବା ଦୃଶ୍ୟ ଦେଖିବାକୁ ମିଳିଛି । ଫଟୋରେ ସାରଥିଙ୍କୁ ବଡ଼ ଓ ଜଗନ୍ନାଥଙ୍କୁ ଛୋଟ ଦେଖାଇଛନ୍ତି ଅନୁଗାମୀ ।