Sarthak Saurav Mohapatra: ମୋ ଛଡ଼ା ମୋ ମାଆର ଆଉ କେହି ନାହାନ୍ତି, କେସ୍ ଲଢ଼ିବି କହିଲେ ଓଏଏସ୍ ଅଧିକାରୀ ସାର୍ଥକ

ମାଆଙ୍କୁ ମୁଁ ସମୟ ଦେଲେ ଯେମିତି ଅପରାଧ କରିଦେଲି, ଭାବିଥିଲି ଛୁଆ ହେଲେ ସବୁ ସ୍ବାଭାବିକ ହୋଇଯିବ କିନ୍ତୁ ସେମିତି କିଛି ହେଲାନି ବୋଲି ସେ କହିଛନ୍ତି । ଛୁଆ ଜନ୍ମବେଳେ ହସ୍ପିଟାଲରେ ୩ ଦିନ ରହି ସାର୍ଥକ ସବୁ ସେବା କରିଥିବା କହିଛନ୍ତି । କୋର୍ଟଙ୍କ ଉପରେ ଭରସା ଅଛି, ଜଗନ୍ନାଥଙ୍କ ଉପରେ ଭରସା ଅଛି ବୋଲି ସେ କହିଛନ୍ତି ।

Sarthak Saurav Mohapatra: ମୋ ଛଡ଼ା ମୋ ମାଆର ଆଉ କେହି ନାହାନ୍ତି, କେସ୍ ଲଢ଼ିବି କହିଲେ ଓଏଏସ୍ ଅଧିକାରୀ ସାର୍ଥକ
Array