School Reopen: ଗଣଶିକ୍ଷା ମନ୍ତ୍ରୀଙ୍କ ବଡ଼ ସୂଚନା: ଏହି ଦିନ ଖୋଲିବ ସ୍କୁଲ, ମଧ୍ୟାହ୍ନ ଭୋଜନର ମାନ ଯାଞ୍ଚ ନିର୍ଦ୍ଦେଶ

ଶେଷ ହେବାକୁ ବସିଛି ପିଲାଙ୍କ ଖରାଛୁଟି । ଆଉ ଦିନ କେଇଟା ପରେ ଖୋଲିବ ସ୍କୁଲ । ୧୮ ନା ୨୦? କେବେ ଖୋଲିବ ସ୍କୁଲ ? ଏନେଇ ଦ୍ୱନ୍ଦ୍ୱରେ ଛାତ୍ରଛାତ୍ରୀ ଓ ଅଭିଭାବକ। ସବୁ ଦ୍ୱନ୍ଦ୍ୱ ଦୂର କରିବା ସହ ସ୍କୁଲ କେବେ ଖୋଲିବ ତାହା ସ୍ପଷ୍ଟ କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ।

School Reopen: ଗଣଶିକ୍ଷା ମନ୍ତ୍ରୀଙ୍କ ବଡ଼ ସୂଚନା: ଏହି ଦିନ ଖୋଲିବ ସ୍କୁଲ, ମଧ୍ୟାହ୍ନ ଭୋଜନର ମାନ ଯାଞ୍ଚ ନିର୍ଦ୍ଦେଶ
Array