Schools Receive Bomb Threat: ସ୍କୁଲକୁ ବୋମାରେ ଉଡ଼ାଇ ଦେବାକୁ ଧମକ; ଛାତ୍ରଛାତ୍ରୀଙ୍କୁ ଫେରାଇ ଦିଆଗଲା ଘରକୁ...
ନୂଆଦିଲ୍ଲୀର ୨ଟି ଘରୋଇ ସ୍କୁଲ DPS ଆର୍.କେ.ପୁରମ୍ ଓ ପଶ୍ଚିମବିହାର ଜିଡି ଗୋଏଙ୍କା ସ୍କୁଲକୁ ଇମେଲ୍ ଯୋଗେ ଧମକ ଆସିଛି। ଆଜି ସକାଳେ ମେଲ୍ ଯୋଗେ କେହି ସ୍କୁଲରେ ବିସ୍ଫୋରଣ କରିବ ନେଇ ଧମକ ପରେ ପହଞ୍ଚିଲା ପୋଲିସ୍ ଓ ଅଗ୍ନିଶମ ବାହିନୀ।