Scuffle in Parliament: ସଂସଦରେ ଧକ୍କାକାଣ୍ଡକୁ ନେଇ ସାରା ଦେଶ ହୁଲସ୍ତୁଲ, ଅଭିଯୋଗ ପ୍ରତି-ଅଭିଯୋଗ ସହ ଥାନାକୁ ଗଲେ ଦୁଇ ଦଳ

ସମ୍ବିଧାନ...ଆମ୍ବେଦକର...ବାକ୍ ଲଢ଼େଇରୁ ଧକ୍କାମୁକ୍କି, ରକ୍ତପାତ...ସଂସଦ ବାହାରେ ଶାସକ ଏନଡିଏ-ବିରୋଧୀ ଇଣ୍ଡି ମେଣ୍ଟ ମଧ୍ୟରେ ଟକରାଟକରିରୁ ସାଂଘାତିକ ସ୍ଥିତି । ଠେଲାପେଲାରୁ ଶିଡ଼ି ପାହାଚରୁ ପଡ଼ି ପୂର୍ବତନ ମନ୍ତ୍ରୀ ତଥା ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ମୁଣ୍ଡରେ ଗଭୀର ଆଘାତ।

Scuffle in Parliament: ସଂସଦରେ ଧକ୍କାକାଣ୍ଡକୁ ନେଇ ସାରା ଦେଶ ହୁଲସ୍ତୁଲ, ଅଭିଯୋଗ ପ୍ରତି-ଅଭିଯୋଗ ସହ ଥାନାକୁ ଗଲେ ଦୁଇ ଦଳ
Array