Servitors Stage Unique Protest Over Encroached Jagannath Temple Land in Baripada

#ମନ୍ଦିର_ପିଣ୍ଡାରେ_ଅଧିଆ ବର୍ଷ ବର୍ଷ ଧରି ପ୍ରଭୁଙ୍କ ଜମି ମାଡ଼ି ବସିଛନ୍ତି ହଡ଼ପକାରୀ। ସରକାର ନା ଜମି ଉଦ୍ଧାର କରୁଛନ୍ତି ନା କୌଣସି ଆକ୍ସନ ନେଉଛନ୍ତି। ଏହା ପ୍ରତିବାଦରେ ମନ୍ଦିର ପିଣ୍ଡାରେ ସାମୁହିକ ଅଧିଆ ପଡିଛନ୍ତି ଜଗନ୍ନାଥଙ୍କ ସେବାୟତ ।