Sex Racket Busted: ବାଙ୍କୀରେ ସେକ୍ସ ରାକେଟ୍ ଠାବ: ଗ୍ରାହକ ବେଶରେ ଯାଇ ୨ ଯୁବତୀଙ୍କୁ ଉଦ୍ଧାର କଲା ପୋଲିସ

ଗ୍ରାହକ ବେଶରେ ଯାଇ ସେକ୍ସ ରାକେଟ ଠାବ କଲା ପୋଲିସ ।  ଗତକାଲି ବିଳମ୍ବିତ ରାତିରେ ବୈଦେଶ୍ୱର ଥାନା ଅଞ୍ଚଳରେ ସେକ୍ସ ରାକେଟ୍ ଚାଲୁଥିବାବେଳେ ପୋଲିସ ଚଢାଉ କରିଥିଲା । 

Sex Racket Busted: ବାଙ୍କୀରେ ସେକ୍ସ ରାକେଟ୍ ଠାବ: ଗ୍ରାହକ ବେଶରେ ଯାଇ ୨ ଯୁବତୀଙ୍କୁ ଉଦ୍ଧାର କଲା ପୋଲିସ
Array