Shahrukh's Emotional Ties to Kashmir: କାଶ୍ମୀରକୁ ନେଇ ବଡ଼ ଖୁଲାସା କଲେ ଶାହରୁଖ; କହିଲେ, ମୁଁ କେବେ ଯାଇନି...

ସବୁବେଳେ ଫିଲ୍ମକୁ ନେଇ ଚର୍ଚ୍ଚାରେ ଥିବା ବଲିଉଡର ବାଦଶାହା ଶାହରୁଖ ଖାନ ଏବେ କାଶ୍ମୀରକୁ ନେଇ ଚର୍ଚ୍ଚାର ପରିସରକୁ ଆସିଛନ୍ତି । କାରଣ ହିଁ ସେମିତି। ଯିଏ ଶୁଣୁଛି, ସିଏ ଆଶ୍ଚର୍ଯ୍ୟ ଚକିତ ହେଉଛି ।

Shahrukh's Emotional Ties to Kashmir:  କାଶ୍ମୀରକୁ ନେଇ ବଡ଼ ଖୁଲାସା କଲେ ଶାହରୁଖ; କହିଲେ, ମୁଁ କେବେ ଯାଇନି...
Array