Shefali Jariwala: ଆଖି ବୁଜିଲେ 'କାଣ୍ଟା ଲଗା ଗାର୍ଲ' ଓ 'ବିଗ୍ ବସ୍ ଫେମ୍' ଶେଫାଳି ଜରିୱାଲା

ଶୁକ୍ରବାର ବିଳମ୍ବିତ ରାତିରେ ବଲିଉଡ ଅଭିନେତ୍ରୀ ତଥା ବିଗ୍ ବସ୍ ୧୩ ଫେମ୍ ଶେଫାଳି ଜରିୱାଲାଙ୍କ ୪୨ ବର୍ଷ ବୟସରେ ହୃଦଘାତରେ ପରଲୋକ ଘଟିଛି । କୁପର ହସ୍ପିଟାଲକୁ ଶବ ବ୍ୟବଚ୍ଛେଦ ପାଇଁ ତାଙ୍କ ମରଶରୀର ପଠା ଯାଇଛି । 

Shefali Jariwala: ଆଖି ବୁଜିଲେ 'କାଣ୍ଟା ଲଗା ଗାର୍ଲ' ଓ 'ବିଗ୍ ବସ୍ ଫେମ୍' ଶେଫାଳି ଜରିୱାଲା
Array