Shefali Jariwala: ସାମ୍ନାକୁ ଆସିଲା ମୃତ୍ୟୁ ରହସ୍ୟ; ଜଣାପଡିଲା ଶେଫାଳି ଜରିୱାଲାଙ୍କ ମୃତ୍ୟୁର କାରଣ
ତଦନ୍ତରୁ ଜଣାପଡିଛି ଯେ ଶେଫାଳି ଗତ ୭-୮ ବର୍ଷ ଧରି ନିୟମିତ ଭାବରେ ବାର୍ଦ୍ଧକ୍ୟ ପ୍ରତିରୋଧୀ(ଆଣ୍ଟି-ଏଜିଂ) ଔଷଧ ଖାଉଥିଲେ। ପୋଲିସ ସନ୍ଦେହ କରୁଛି ଯେ ଏହି ଔଷଧ ତାଙ୍କର ହଠାତ୍ ମୃତ୍ୟୁର ଏକ ପ୍ରମୁଖ କାରଣ ହୋଇପାରେ, ଯାହା ତାଙ୍କ ହୃଦଘାତର କାରଣ ହୋଇଛି।