Shocking Bridge Tragedy: ମନ୍ଦିରରେ ପହଞ୍ଚିବା ପୂର୍ବରୁ ନେଇଗଲା ଯମ, ପରିବାରର ଜଣେ ମହିଳା ସୌଭାଗ୍ୟକ୍ରମେ ବଞ୍ଚିଗଲେ
ସେ ନଦୀରେ ବୁଡୁଥିବା ଗାଡ଼ିକୁ ଧରି ରହିଯାଇଥିଲେ । ସେ ପ୍ରାୟ ଏକ ଘଣ୍ଟା ଧରି ଚିତ୍କାର କରି ତାଙ୍କ ପରିବାରଙ୍କୁ ବଞ୍ଚାଇବା ପାଇଁ ସାହାଯ୍ୟ ମାଗିଥିଲେ । କିନ୍ତୁ କାର ଲକ୍ ହୋଇଯାଇଥିବାରୁ ତାଙ୍କ ସ୍ୱାମୀ ରମେଶ ପଢ଼ିୟାର, ଝିଅ ବେଦିକା,ପୁଅ ନୈତିକ ଏବଂ ଅନ୍ୟ ପରିବାର ସଦସ୍ୟମାନେ ନଦୀରେ ବୁଡି ମୃତ୍ୟୁବରଣ କରିଥିଲେ।