Shocking Murder in Dhenkanal: ଶୁଣିଲେନି ଗୁହାରୀ; ସ୍ତ୍ରୀ ଆଗରେ ସ୍ୱାମୀଙ୍କୁ ମାରିଦେଲେ

ଗତକାଲି ବିଳମ୍ବିତ ଟିଟନ ନାମକ ଯୁବକଙ୍କୁ ଆକ୍ରମଣ ଓ ହତ୍ୟା କରିଛନ୍ତି ଦୁର୍ବୃତ୍ତ। ରାତି ପ୍ରାୟ ୧୧ଟା ଟିଟନ ଘରକୁ ଫେରୁଥିବା ସମୟରେ କିଛି ଦୁବୃର୍ତ୍ତ ତାଙ୍କ ଉପରକୁ ଅଚାନକ ଗୁଳି ଚଳାଇଥିଲେ।

Shocking Murder in Dhenkanal: ଶୁଣିଲେନି ଗୁହାରୀ; ସ୍ତ୍ରୀ ଆଗରେ ସ୍ୱାମୀଙ୍କୁ ମାରିଦେଲେ
Array