Shooter Shot Himself: ସିନିୟର ଆଣିଲେ ଚୋରି ଅଭିଯୋଗ, ସହି ନ ପାରି ନିଜକୁ ଗୁଳି ମାରିଦେଲେ ଛାତ୍ର

ମଧ୍ୟପ୍ରଦେଶ ଶୁଟିଂ ଏକାଡେମୀରୁ ୪୦ହଜାର ଟଙ୍କା ଚୋରି ନେଇ ଜଣେ ସିନିୟର ଅଭିଯୋଗ ଆଣିଥିଲେ। ଛାତ୍ର ଜଣକ ଚୋରି କରିଥିବା ନେଇ ଅଭିଯୋଗ ହୋଇଥିଲା। ତା ପର ଦିନ ସେ ଅଭ୍ୟାସ ପାଇଁ ଯିବା ପରେ ନିଜକୁ ଗୁଳି କରିଦେଇଥିଲେ।

Shooter Shot Himself: ସିନିୟର ଆଣିଲେ ଚୋରି ଅଭିଯୋଗ, ସହି ନ ପାରି ନିଜକୁ ଗୁଳି ମାରିଦେଲେ ଛାତ୍ର
Array