Shree Jagannath Temple Property Case: ଶ୍ରୀଜଗନ୍ନାଥ ମନ୍ଦିର ସମ୍ପତ୍ତି ହସ୍ତାନ୍ତର ମାମଲା, ଆସିବ ମାର୍ଗଦର୍ଶିକା
ଶ୍ରୀଜଗନ୍ନାଥ ମନ୍ଦିର ସମ୍ପତ୍ତି ହସ୍ତାନ୍ତର ମାମଲାରେ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି ହାଇକୋର୍ଟ । ଏନେଇ ମାର୍ଗଦର୍ଶିକା ପ୍ରଣୟନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଉଚ୍ଚନ୍ୟାୟାଳୟଙ୍କ ରାୟକୁ ସ୍ୱାଗତ ଜଣାଇଛି ଶ୍ରୀମନ୍ଦିର ପ୍ରଶାସନ ।