Shri Hanuman Jayanti in England: ଇଂଲଣ୍ଡର ସିଟି ଅଫ୍ ବାଥ୍ ସହରରେ ପବିତ୍ର ମହାବିଷୁବ ସଂକ୍ରାନ୍ତି ପାଳନ
ଇଂଲଣ୍ଡର ସିଟି ଅଫ୍ ବାଥ୍ ସହରରେ ବେଶ୍ ଧୁମଧାମରେ ପାଳିତ ହୋଇଯାଇଛି ପବିତ୍ର ମହାବିଷୁବ ସଂକ୍ରାନ୍ତି ତଥା ହନୁମାନ ଜୟନ୍ତୀ ଉତ୍ସବ। ଏଥିପାଇଁ ଇଂଲଣ୍ଡର ସିଟି ଅଫ୍ ବାଥରେ ଥିବା ଶ୍ରୀଜଗନ୍ନାଥ ମନ୍ଦିର ଉତ୍ସବମୁଖର ହୋଇ ଉଠିଥିଲା ।