Shubhranshu Shukla's Space Mission: ଘୁଞ୍ଚିଲା ଶୁଭ୍ରାଂଶୁ ଶୁକ୍ଳାଙ୍କ ସ୍ପେଶ୍ ମିଶନ୍; ସାଥିରେ ନେବେ ଭାରତୀୟ ଖାଦ୍ୟ ଓ ହଂସ
ଜୁନ୍ ୧୦ ତାରିଖ ସନ୍ଧ୍ୟା ୫ଟା ୫୨ରେ ଇଣ୍ଟରନ୍ୟାସନାଲ୍ ସ୍ପେଶ୍ ଷ୍ଟେସନକୁ ଯିବେ ଗ୍ରୁପ୍ କ୍ୟାପଟେନ୍ ଶୁଭ୍ରାଂଶୁ ଶୁକ୍ଳା ଓ ୩ ମହାକାଶଚାରୀ। ସାଥିରେ ଭାରତୀୟ ଖାଦ୍ୟ ଓ ସରସ୍ବତୀଙ୍କ ବାହନ ହଂସ ନେବେ ଶୁଭ୍ରାଂଶୁ।