Sikandar: ପ୍ରଥମ ଦିନରେ କରିବ ୩୦ କୋଟିରୁ ଅଧିକ ବିଜିନେସ୍!

ଆସିଛି ଇଦ, ଫେରିଛନ୍ତି ଭାଇଜାନ। ସିଲଭର୍ ସ୍କ୍ରିନରେ ଏଥର ସିକନ୍ଦରର ସୁପର୍ ଶୋ'। ଆଗୁଆ ବୁକିଙ୍ଗକୁ ଦେଖିଲେ ଲାଗୁଛି ସିନେମା ପ୍ରଥମ ଦିନରେ ୩୦ କୋଟିରୁ ଅଧିକ ବିଜିନେସ୍ କରିବ।

Sikandar: ପ୍ରଥମ ଦିନରେ କରିବ ୩୦ କୋଟିରୁ ଅଧିକ ବିଜିନେସ୍!
Array