Sikandar: ‘ସିକନ୍ଦର’ କ୍ରେଜ୍; ଟିକେଟ୍ ମୂଲ୍ୟ ୨୨୦୦ ଟଙ୍କା, କଲାଣି କୋଟି କୋଟି ରୋଜଗାର
ଫିଲ୍ମ 'ସିକନ୍ଦର୍'ର ଆଡଭାନ୍ସ ବୁକିଂ ଜୋରସୋରରେ ଚାଲିଛି ଏବଂ ଟିକେଟ୍ ମୂଲ୍ୟ ମଧ୍ୟ ରେକର୍ଡ ସ୍ତରରେ ପହଞ୍ଚିଛି। ଲୋକଙ୍କ ମଧ୍ୟରେ ଏହି ଫିଲ୍ମକୁ ନେଇ ଏକ ଜବରଦସ୍ତ କ୍ରେଜ୍ ରହିଛି। ବର୍ତ୍ତମାନ ସୁଦ୍ଧା ଅନେକ ସହରରେ ଅନେକ ଶୋ’ ହାଉସ୍ ଫୁଲ୍ ହୋଇଯାଇଛି।