Sikkim Tragedy: ସିକ୍କିମ ଟ୍ରାଜେଡିକୁ ସପ୍ତାହେ, କୁଆଡ଼େ ଗଲେ ନିଖୋଜ ଓଡ଼ିଆ ?

ସିକିମ୍ ଟ୍ରାଜେଡିକୁ ସପ୍ତାହେ ବିତିଥିଲେ ବି ମିଳିପାରିନି ନିଖୋଜ ଓଡ଼ିଆଙ୍କ ପତ୍ତା । ନିଖୋଜ ମଧ୍ୟରେ ଅଛନ୍ତି ବିଜେପି ନେତ୍ରୀ ଇତିଶ୍ରୀ ଜେନା । ପ୍ରତିକୂଳ ପରିସ୍ଥିତିରେ ବି ଜାରି ରହିଛି ସର୍ଚ୍ଚ ଅପରେସନ୍।

Sikkim Tragedy: ସିକ୍କିମ ଟ୍ରାଜେଡିକୁ ସପ୍ତାହେ, କୁଆଡ଼େ ଗଲେ ନିଖୋଜ ଓଡ଼ିଆ ?
Array