Silicon Statue: ମୃତ ସ୍ୱାମୀଙ୍କ ସିଲିକନ ପ୍ରତିମୂର୍ତ୍ତି ସ୍ଥାପନ କଲେ...ପୂଜାର୍ଚ୍ଚନା ପରେ ପ୍ରାଣ ପ୍ରତିଷ୍ଠା

ରାୟଗଡ଼ା ଜିଲ୍ଲା ମୁନିଗୁଡ଼ାର ଡାକ୍ତର ସମୀର ରାୟଙ୍କ ପତ୍ନୀ ସାଗରିକା ରାୟ ନେଇଛନ୍ତି ଏପରି ଭିନ୍ନ ପଦକ୍ଷେପ। ସ୍ୱାମୀଙ୍କ ମୃତ୍ୟୁ ପରେ ସିଲିକଲ ପ୍ରତିମୂର୍ତ୍ତି ନିର୍ମାଣ କରାଇ ପ୍ରାଣ ପ୍ରତିଷ୍ଠା କରାଇଛନ୍ତି। ହିନ୍ଦୁ ରୀତିନୀତିରେ ଦେବଦେବୀଙ୍କ ପୂଜାର୍ଚ୍ଚନା ପରି ନନା ମନ୍ତ୍ରପାଠ କରି ପ୍ରତିମୂର୍ତ୍ତିର ପ୍ରାଣ ପ୍ରତିଷ୍ଠା କରାଇଛନ୍ତି।

Silicon Statue: ମୃତ ସ୍ୱାମୀଙ୍କ ସିଲିକନ ପ୍ରତିମୂର୍ତ୍ତି ସ୍ଥାପନ କଲେ...ପୂଜାର୍ଚ୍ଚନା ପରେ ପ୍ରାଣ ପ୍ରତିଷ୍ଠା
Array