Sixth Municipal Corporation: ପୁରୀବାସୀଙ୍କୁ ବଡ଼ ଭେଟି, ପୁରୀକୁ ଷଷ୍ଠ ମହାନଗର ନିଗମ କରିବାକୁ ଘୋଷଣା

ପୁରୀ ସଦର ସହ ବ୍ରହ୍ମଗିରି ବ୍ଲକର ଆଖପାଖ ୭ରୁ ୮ଟି ପଞ୍ଚାୟତକୁ ସାମିଲ କରି ଗଠନ କରାଯିବ ମହାନଗର। ଏଥିପାଇଁ ଆସନ୍ତାକାଲିଠାରୁ ଆରମ୍ଭ ହେବ ସମସ୍ତ ପ୍ରକ୍ରିୟା।

Sixth Municipal Corporation: ପୁରୀବାସୀଙ୍କୁ ବଡ଼ ଭେଟି, ପୁରୀକୁ ଷଷ୍ଠ ମହାନଗର ନିଗମ କରିବାକୁ ଘୋଷଣା
Array