Skeleton Found: ପରିତ୍ୟକ୍ତ ଘରୁ ମିଳିଛି ଫୋନ ଓ କିଛି ଅଚଳ ନୋଟ...ମୃତକ ଏକାକୀ ରହୁଥିଲେ

କଙ୍କାଳର ଅଂଶବିଶେଷ ମିଳିଥିବା ଘରଟି ମୁନୀର ଖାନ ନାମକ ଜଣେ ବ୍ୟକ୍ତିଙ୍କର। ପୋଲିସର ସୂଚନା ଅନୁସାରେ ମୁନୀର ଖାନଙ୍କର ୧୦ ଜଣ ପିଲା ଥିଲେ । ତୃତୀୟ ପୁଅର ନାଁ ଆମୀର। ସେ ଏଠାରେ ଏକାକୀ ରହୁଥିଲେ ।

Skeleton Found: ପରିତ୍ୟକ୍ତ ଘରୁ ମିଳିଛି ଫୋନ ଓ କିଛି ଅଚଳ ନୋଟ...ମୃତକ ଏକାକୀ ରହୁଥିଲେ
Array