Snana Jatra: କାହିଁକି ଓ କେବେଠୁ ଆରମ୍ଭ ହୋଇଥିଲା ସ୍ନାନଯାତ୍ରା, କିଏ କରାଇଥିଲେ ମହାପ୍ରଭୁଙ୍କ ପ୍ରଥମ ସ୍ନାନଲୀଳା
ରାତି ପାହିଲେ ସ୍ନାନ ପୂର୍ଣ୍ଣିମା। ସ୍ନାନବେଦିକୁ ଯିବେ ଚତୁର୍ଦ୍ଧା ମୂରତି। ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ। ଆସନ୍ତୁ ଜାଣିବା ମହାପ୍ରଭୁଙ୍କ ସ୍ନାନଯାତ୍ରା ପଛର କାହାଣୀ, ଆଉ ଜାଣିବା କେଉଁ ପୃଷ୍ଠଭୂମିରେ ହୋଇଥାଏ ମହାପ୍ରଭୁଙ୍କର ହାତୀବେଶ। ସ୍ନାନଯାତ୍ରା ପୂର୍ବରୁ ଓ ପରେ କ'ଣ ସବୁ ହୋଇଥାଏ ଆସନ୍ତୁ ଜାଣିବା।