Special Story: 50 Feared Dead After Russian Passenger Plane Crashes Mid-Air

#ମଝି_ଆକାଶରେ_ପୁଣି_ଏକ_ବଡ଼_ଅଘଟଣ ପୁଣି ଥରେ ମଝି ଆକାଶରେ ଦେଖିବାକୁ ମିଳିଛି ବଡ଼ ଧରଣର ବିମାନ ଦୁର୍ଘଟଣା । ଅହମ୍ମଦାବାଦ ଘଟଣା ମନରୁ ଲିଭି ନଥିବା ବେଳେ ଏବେ ଆଉ ଏକ ପ୍ଲେନ୍‌ କ୍ରାଶ । ଗୁରୁବାର ଋଷର ଏକ ଯାତ୍ରୀବାହୀ ବିମାନ ନିଖୋଜ ହୋଇଯାଇଥିଲା