Special Story: Kudos to Shubhashree: A Daughter’s Unwavering Strength and Dreams Amid Struggles
#ସାବାସ_ଶୁଭଶ୍ରୀ_ଝିଅ_ହେବ_ତ_ଏମିତି ସିଏ ବାପାଙ୍କର ସୁନାଝିଅ। ତା କୁନି କୁନି ଆଖିରେ ଆଖିଏ ସ୍ୱପ୍ନ। ମନରେ ତାର ଅସୀମିତ ଆଶା। ଖାସ ସେଇଥିପାଇଁ ସେ ଏତେ ଅଳ୍ପ ବୟସରୁ ଘରର ବୋଝକୁ ନିଜ କାନ୍ଧକୁ ନେଇଛି। ଆଉ ପଙ୍କରୁ ପଦ୍ମ ଫୁଟିବା ପରି ସଂଘର୍ଷ
#ସାବାସ_ଶୁଭଶ୍ରୀ_ଝିଅ_ହେବ_ତ_ଏମିତି
ସିଏ ବାପାଙ୍କର ସୁନାଝିଅ। ତା କୁନି କୁନି ଆଖିରେ ଆଖିଏ ସ୍ୱପ୍ନ। ମନରେ ତାର ଅସୀମିତ ଆଶା। ଖାସ ସେଇଥିପାଇଁ ସେ ଏତେ ଅଳ୍ପ ବୟସରୁ ଘରର ବୋଝକୁ ନିଜ କାନ୍ଧକୁ ନେଇଛି। ଆଉ ପଙ୍କରୁ ପଦ୍ମ ଫୁଟିବା ପରି ସଂଘର୍ଷ