Special Story: Pachhua Village Leads in Online Gambling; Youths Fall Prey to Fraudulent Apps
#ହ୍ବାଟସଆପ୍_ଲିଙ୍କରେ_ଖାଲି_ହେଉଛି_ଆକାଉଣ୍ଟ୍ ପଛୁଆ ଜିଲ୍ଲା ଏବେ ଜୁଆ ବେପାରରେ ଆଗୁଆ। ଅନଲାଇନ ଜୁଆ କବଳରେ ଯୁବ ସମାଜ। ଅଫଲାଇନ ବଦଳରେ ଏବେ ଅନଲାଇନ ହେଉଛି ଜୁଆ ଖେଳ। ରକମ ରକମର ଆପ୍ସ ଡେଭଲପ କରି, ସାଧାରଣ ଲୋକଙ୍କୁ ସର୍ବସ୍ବାନ୍ତ କରୁଛନ୍ତି
#ହ୍ବାଟସଆପ୍_ଲିଙ୍କରେ_ଖାଲି_ହେଉଛି_ଆକାଉଣ୍ଟ୍
ପଛୁଆ ଜିଲ୍ଲା ଏବେ ଜୁଆ ବେପାରରେ ଆଗୁଆ। ଅନଲାଇନ ଜୁଆ କବଳରେ ଯୁବ ସମାଜ। ଅଫଲାଇନ ବଦଳରେ ଏବେ ଅନଲାଇନ ହେଉଛି ଜୁଆ ଖେଳ। ରକମ ରକମର ଆପ୍ସ ଡେଭଲପ କରି, ସାଧାରଣ ଲୋକଙ୍କୁ ସର୍ବସ୍ବାନ୍ତ କରୁଛନ୍ତି