Special Story: Paradeshwar Temple in Dharmagarh Stands Out as Devotional Fervor Peaks
ମହାଦେବଙ୍କ ଆରାଧନା ପାଇଁ ସବୁଆଡେ ଭକ୍ତିମେୟ ପରିବେଶ । ସବୁଠି ଚାଲିଛି ପୂଜାର୍ଚ୍ଚନା । ଶିବଙ୍କୁ କରାଯାଉଛି ଉପାସନା । ଅନେକ ଶୈବାଳୟର ଭିନ୍ନ ଆକର୍ଷଣ ରହିଛି । ଧର୍ମଗଡ ଠାରେ ପ୍ରତିଷ୍ଠିତ ପାରଦେଶ୍ୱର ମନ୍ଦିରର ବି ରହିଛି କିଛି ସ୍ୱତନ୍ତ୍ରତା