Special Story: Puri Servitors Oppose Stone Idol Consecration at Digha Jagannath Temple
#ଜଗନ୍ନାଥଙ୍କୁ_ପଥର_କରିଦେଲେ_ଦିଦି ବ୍ରହ୍ମ ଏକ, ବ୍ରହ୍ମ ଅଦ୍ବିତୀୟ । ମହାପ୍ରଭୁଙ୍କ ବାଡଗ୍ରାହୀ ହିଁ ବ୍ରହ୍ମ ସ୍ଥାପନ କରନ୍ତି । ବ୍ରହ୍ମ ସ୍ଥାପନର ପ୍ରକୃତ ସମୟ ଥାଏ । ଶାସ୍ତ୍ରମତ ଅନୁସାରେ ପଥର ମୂର୍ତ୍ତିରେ ବ୍ରହ୍ମ ସଂସ୍ଥାପନ ହୁଏ ନାହିଁ
#ଜଗନ୍ନାଥଙ୍କୁ_ପଥର_କରିଦେଲେ_ଦିଦି
ବ୍ରହ୍ମ ଏକ, ବ୍ରହ୍ମ ଅଦ୍ବିତୀୟ । ମହାପ୍ରଭୁଙ୍କ ବାଡଗ୍ରାହୀ ହିଁ ବ୍ରହ୍ମ ସ୍ଥାପନ କରନ୍ତି । ବ୍ରହ୍ମ ସ୍ଥାପନର ପ୍ରକୃତ ସମୟ ଥାଏ । ଶାସ୍ତ୍ରମତ ଅନୁସାରେ ପଥର ମୂର୍ତ୍ତିରେ ବ୍ରହ୍ମ ସଂସ୍ଥାପନ ହୁଏ ନାହିଁ