Special Story: Raja Chakra's Quarry Scandal: Crores Stolen from Illegal Stone Mines in Keonjhar
#ପାହାଡ଼_ଗିଳିଦେଲେ_ରାଜା ! ବାହୁବଳୀ ରାଜାର କେଉଁଝର ଜିଲ୍ଲାର ବେଆଇନ ପଥର ଖାଦାନ। ଏହି ଖାଦାନରୁ ରାଜା ଲୁଟି ନେଇଛନ୍ତି କୋଟି କୋଟି ଟଙ୍କାର ପଥର। ଏତେ ପରିମାଣର ପଥର ଖୋଳିଛନ୍ତି ଯେ ଆଖିକୁ ସମୁଦ୍ର ଭଳି ଦେଖା ଯାଉଛି ଏ ଖାଦାନ । #RajaChakra
#ପାହାଡ଼_ଗିଳିଦେଲେ_ରାଜା !
ବାହୁବଳୀ ରାଜାର କେଉଁଝର ଜିଲ୍ଲାର ବେଆଇନ ପଥର ଖାଦାନ। ଏହି ଖାଦାନରୁ ରାଜା ଲୁଟି ନେଇଛନ୍ତି କୋଟି କୋଟି ଟଙ୍କାର ପଥର। ଏତେ ପରିମାଣର ପଥର ଖୋଳିଛନ୍ତି ଯେ ଆଖିକୁ ସମୁଦ୍ର ଭଳି ଦେଖା ଯାଉଛି ଏ ଖାଦାନ ।
#RajaChakra