Special Story: ଆଶାଙ୍କୁ ଦରକାର ୨୬ ହଜାର ଦରମା, ଗର୍ଜିଲା ଲୋୟର ପିଏମଜି

#ଆଶାଙ୍କୁ_୨୬_ହଜାର_ଦରମା ! ଗର୍ଜିଲା ଲୋୟର ପିଏମଜି । ଆଶାକର୍ମୀଙ୍କ ବିକ୍ଷୋଭରେ କମ୍ପିଲା ଆନ୍ଦୋଳନ ସ୍ଥଳ । ୧୮ ଦଫା ଦାବି ନେଇ ହଜାର ହଜାର ଆଶାକର୍ମୀ ମାନେ ଭୁବନେଶ୍ବର ଲୋୟର ପିଏମଜିରେ ଗଣଧାରଣା ଦେଇଛନ୍ତି । #Ashakarmi #Protest #Lower