Special Story: ଗ୍ରାହକ ସେବା କେନ୍ଦ୍ରରେ ଜମାକାରୀଙ୍କ ଟଙ୍କା ହଡ଼ପ

ହିତାଧିକାରୀଙ୍କ ଅଜାଣତରେ ଗାୟବ ହୋଇଯାଇଛି ହଜାର ହଜାର ଟଙ୍କା। ଏନେଇ ସେମାନେ ଗ୍ରାହକ ସେବା କେନ୍ଦ୍ରର ଅଧିକାରୀଙ୍କୁ ପଚାରିଥିବା ବେଳେ, ନିଜେ ଟଙ୍କା ଉଠାଇ ନେଇଥିବା କଥା ସେ ସ୍ୱୀକାର କରିଥିଲେ।

Special Story: ଗ୍ରାହକ ସେବା କେନ୍ଦ୍ରରେ ଜମାକାରୀଙ୍କ ଟଙ୍କା ହଡ଼ପ
Array