Special Story: ଜହର ପାଲଟିଛି ରାଜଧାନୀ ଜଳ, ପାଣି ପିଇଲେ ମିଡିକାଲରେ ଭର୍ତ୍ତି
#ଭୁବନେଶ୍ୱର_ପାଣିରେ_ବିଷ ! ରାଜ୍ୟ ରାଜଧାନୀରେ ବ୍ୟାପୁଛି ଝାଡାବାନ୍ତି । ଜଣେ କି ଦୁଇ ଜଣ ନୁହେଁ ବିଗତ ୧୫ ଦିନ ମଧ୍ୟରେ ଆକ୍ରାନ୍ତ ହେଲେଣି ୧୫୦ରୁ ଅଧିକ ଲୋକ। ଟିକେ ନଜର ପକାନ୍ତୁ ଏ ଚିତ୍ର ଉପରେ । ଭୁବନେଶ୍ୱର ନୀଳାଦ୍ରିବିହାର ଅଂଚଳରେ ଥିବ
#ଭୁବନେଶ୍ୱର_ପାଣିରେ_ବିଷ !
ରାଜ୍ୟ ରାଜଧାନୀରେ ବ୍ୟାପୁଛି ଝାଡାବାନ୍ତି । ଜଣେ କି ଦୁଇ ଜଣ ନୁହେଁ ବିଗତ ୧୫ ଦିନ ମଧ୍ୟରେ ଆକ୍ରାନ୍ତ ହେଲେଣି ୧୫୦ରୁ ଅଧିକ ଲୋକ। ଟିକେ ନଜର ପକାନ୍ତୁ ଏ ଚିତ୍ର ଉପରେ । ଭୁବନେଶ୍ୱର ନୀଳାଦ୍ରିବିହାର ଅଂଚଳରେ ଥିବ