Special Story: ତାମିଲନାଡୁ ଶରଣରେ ନବୀନ, ବଦଳାଇଲେ ଷ୍ଟାଣ୍ଡ

ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌.କେ ଷ୍ଟାଲିନ କେନ୍ଦ୍ର ସରକାର ବିରୋଧୀ ମେଳି କରିଥିବାରୁ ତାଙ୍କୁ ଧନ୍ୟବାଦ ଦେଇ ବିଜେଡି ମୁଖିଆ ଭିଡିଓ ବାର୍ତ୍ତା ଦେଇ ଜଣାଇବାକୁ ଚାହିଁଛନ୍ତି ଆଉ ଏନଡିଏକୁ ନୁହେଁ କଂଗ୍ରେସକୁ ସପୋର୍ଟ କରିବେ ।

Special Story: ତାମିଲନାଡୁ ଶରଣରେ ନବୀନ, ବଦଳାଇଲେ ଷ୍ଟାଣ୍ଡ
Array