Special Story: ଦିନେ ଥିଲା ଆକର୍ଷଣର କେନ୍ଦ୍ରବିନ୍ଦୁ, ଏବେ ପାଲଟିଛି ଭୂତକୋଠି

ଦିନେ ଆକର୍ଷଣର କେନ୍ଦ୍ରବିନ୍ଦୁ ଥିଲା । ବେଶ୍ ଚଳଚଂଚଳ, ଲୋକବାକରେ ପୁରି ଉଠୁଥିଲା । ଏବେ ଶ୍ରୀହୀନ, ପାଲଟି ଯାଇଛି ଭୂତକୋଠି । ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଗୋକର୍ଣ୍ଣେଶ୍ୱର ପୀଠ ନିକଟରେ ଥିବା ପାନ୍ଥିକା ।

Special Story: ଦିନେ ଥିଲା ଆକର୍ଷଣର କେନ୍ଦ୍ରବିନ୍ଦୁ, ଏବେ ପାଲଟିଛି ଭୂତକୋଠି
Array