Special Story: ବୟସ ସିନା ସାନ, ହେଲେ ବିଚକ୍ଷଣ ପ୍ରତିଭାର ଅଧିକାରୀ
ବୟସ ସିନା ୩ବର୍ଷ, ହେଲେ ଏ କୁନି ପୁଅ ବିଚକ୍ଷଣ ପ୍ରତିଭାର ଅଧିକାରୀ । ଯେଉଁ ବୟସରେ ଠିକରେ କଥା କହିବା ସମ୍ଭବ ହୋଇ ନଥାଏ ସେହି ବୟସରେ ସେ ଦୁଇ ଦୁଇଟି ରେକର୍ଡ କରିଛି ।