Speed Boat Accident: ସ୍ପିଡ୍ ବୋଟ୍ ଆକ୍ସିଡେଣ୍ଟ ପରେ ଚେତିଲା ପ୍ରଶାସନ, ବୋଟିଂ କଂପାନୀ ଅଫିସ ଧୂଳିସାତ୍ କଲା ପୌର ସଂସ୍ଥା

ଜଣାଶୁଣା କ୍ରିକେଟର ସୌରଭ ଗାଙ୍ଗୁଲିଙ୍କ ଭାଉଜ ଅର୍ପିତାଙ୍କ ମୁହଁରୁ କାଳ ଶନିବାରର ଘଟଣା ଯେତେଥର ଶୁଣିଲେ ବି ଦେହ ଥରି ଉଠୁଛି । ନୀଳ ସମୁଦ୍ର ଢେଉରେ ଅର୍ପିତା ଓ ତାଙ୍କ ସ୍ବାମୀ ବୋଟିଂର ମଜା ନେବାବେଳେ କିଭଳି ଯମ ଭଳି ମାଡ଼ି ଆସିଥିଲା ବିରାଟ ଜୁଆର ।

Speed Boat Accident: ସ୍ପିଡ୍ ବୋଟ୍ ଆକ୍ସିଡେଣ୍ଟ ପରେ ଚେତିଲା ପ୍ରଶାସନ, ବୋଟିଂ କଂପାନୀ ଅଫିସ ଧୂଳିସାତ୍ କଲା ପୌର ସଂସ୍ଥା
Array