Speed Boat Capsize Incident: ସ୍ପିଡ୍ ବୋଟ ଦୁର୍ଘଟଣାର ହେବ ତଦନ୍ତ, ଅଳ୍ପକେ ବର୍ତ୍ତିଥିଲେ ସୌରଭ ଗାଙ୍ଗୁଲିଙ୍କ ଭାଇ-ଭାଉଜ

ପୁରୀ ବେଳାଭୂମିରେ ସ୍ପିଡ୍ ବୋଟ୍ ଦୁର୍ଘଟଣାର ତଦନ୍ତ କରୁଛି ଜିଲ୍ଲା ପ୍ରଶାସନ । ଉପଜିଲ୍ଲାପାଳଙ୍କୁ ତଦନ୍ତ ଦାୟିତ୍ୱ ଦିଆଯାଇଛି । ସେପଟେ ଆଡଭେନଞ୍ଚର୍ କମ୍ପାନୀର ଅଫିସକୁ ମଧ୍ୟ ପୁରୀ ପୌରସଂସ୍ଥା ପକ୍ଷରୁ ହଟାଇ ଦିଆଯାଇଛି । ଶନିବାର ଘଟିଥିବା ଦୁର୍ଘଟଣାବେଳେ ଅଳ୍ପକେ ବର୍ତ୍ତିଥିଲେ ସୌରଭ ଗାଙ୍ଗୁଲିଙ୍କ ଭାଇ-ଭାଉଜ ।

Speed Boat Capsize Incident: ସ୍ପିଡ୍ ବୋଟ ଦୁର୍ଘଟଣାର ହେବ ତଦନ୍ତ, ଅଳ୍ପକେ ବର୍ତ୍ତିଥିଲେ ସୌରଭ ଗାଙ୍ଗୁଲିଙ୍କ ଭାଇ-ଭାଉଜ
Array