Sperm Count at Home: ସ୍ପର୍ମ କାଉଣ୍ଟ୍ ପାଇଁ କ୍ଲିନିକ୍ ଯିବାକୁ ଅସହଜ ଲାଗୁଛି କି… ଘରେ କରନ୍ତୁ ଏମିତି ଟେଷ୍ଟ୍
ଏବେ ଆପଣଙ୍କୁ ଆପଣଙ୍କର ସ୍ପର୍ମ କାଉଣ୍ଟ୍ ଯାଞ୍ଚ କରିବା ପାଇଁ କ୍ଲିନିକ୍ କିମ୍ବା ଲ୍ୟାବ୍କୁ ଯିବାକୁ ପଡିବ ନାହିଁ? ଆପଣ ଘରେ ସ୍ପର୍ମ କାଉଣ୍ଟ୍ ପରୀକ୍ଷା କରିପାରିବେ। ତେବେ ଆସନ୍ତୁ ଏହା କିପରି କରିବେ ଜାଣିବା।